你好! Shipping to Taiwan with premium packaging for just NT$300 

Ship to
Taiwan
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Dhuli (in Oriya)
Type
Physical Book
Language
Oriya
Format
Paperback
ISBN13
9781645609216

Dhuli (in Oriya)

Pradhan Binapani (Author) · Black Eagle Books · Paperback

Dhuli (in Oriya) - Pradhan Binapani

New Book Imported to Taiwan
Delivery: 09 Nov - 17 Nov Shipping: 6 to 7 business days.
NT$ 746
NT$ 746

Synopsis "Dhuli (in Oriya)"

ମୋର ଏହି ଉପନ୍ୟାସ ଲେଖିବାର ଚେଷ୍ଟା ଭିତରେ ମୁଁ ଅନେକଥର ନିଜକୁ କଷ୍ଟଦେଇଛି । ଭାବିଛି 'ପ୍ରକୃତରେ ଏ କାହାଣୀଟି କ'ଣ ଉପନ୍ୟାସ ହେବା ଯୋଗ୍ୟ?' ପର ମୁହୂର୍ତ୍ତରେ ଏହା ଓଡ଼ିଆ ସାହିତ୍ୟକୁ କିଛି ଐତିହାସିକ ତଥ୍ୟ ଯୋଗାଇଦେବାକୁ ମୋର ଚେଷ୍ଟା କହି ନିଜକୁ ବୁଝାଇଛି ।କାହାଣୀରେ ଘଟଣାଗୁଡ଼ିକ ସତ୍ୟର ପରିକଳ୍ପନାକୁ ଅଙ୍ଗେନିଭା ଅନୁଭୂତିରୁ ଛାଣି ଆଣିଲାବେଳେ ସାନ୍ତ୍ୱନା ଦେଇଛି ନିଜକୁ 'ଜୀବନର ଉପଲବ୍ଧି ହିଁ ଉପନ୍ୟାସ' । ବଞ୍ଚିବା ପାଇଁ ସଂଘର୍ଷ, ସଂଘର୍ଷରୁ ଦୁଃଖ, ଯାତନା, ଶେଷରେ ନିଜକୁ ବଞ୍ଚାଇ ରଖିବା ହିଁ ଜୀବନର ସର୍ବଶ୍ରେଷ୍ଠ କାହାଣୀ ।ହୋରିଆ ନାଇକର ଜୀବନରୁ ଆରମ୍ଭ ଏଇ କାହାଣୀ ବିଗତ ସମୟର ଅନେକ ଇତିହାସକୁ ଦୋହରାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅସ୍ଥିରତା, ଦେଶାନ୍ତର ହେବାର ଦୁଃଖ, ଭିଟାମାଟି ହରେଇବାର ବେଦନାର ଅନୁଭୂତି କହିଲାବେଳେ ଓଡ଼ିଆ ପ୍ରାଣଟେ ମାଳୟ ମାଟିରୁ କାନ୍ଦିଛି । ପରିଚୟହୀନତାର ଦ୍ୱନ୍ଦ୍ୱ ଭିତରେ ଗୋଟିଏ ଅନାଲୋଚିତ କାହାଣୀ ବା ଉପନ୍ୟାସକୁ ଉପସ୍ଥାପନା କରିଛି । ଶରୀର ଓ ମନରେ ଓଡ଼ିଆ ହୋଇ ଓଡ଼ିଶାକୁ ଭୁଲିଯିବାକୁ ଚାହେଁନି, ଆଜି ବି ସେ ସ୍ମୃତିର ଧୂଳି ମାଖୁଛି । ଏହାହିଁ କାହାଣୀର ମୁଖ୍ୟ ବିଷୟବସ୍ତୁ । -- ବୀଣାପାଣି ପ୍ରଧାନ

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya.
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews