你好! Shipping to Taiwan with premium packaging for just NT$300 

Ship to
Taiwan
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Itara Kahani (in Oriya)
Type
Physical Book
Language
Oriya
Pages
240
Format
Paperback
Dimensions
21.6x14x1.4 cm
Weight
0.31 kg.
ISBN13
9781990494093

Itara Kahani (in Oriya)

Devdas Chhotray (Author) · Vidya Publishing Inc. · Paperback

Itara Kahani (in Oriya) - Chhotray, Devdas ; Hota, Prasanna Kumar

New Book Imported to Taiwan
Delivery: 01 Oct - 09 Oct Shipping: 6 to 7 business days.
NT$ 776
NT$ 776

Synopsis "Itara Kahani (in Oriya)"

କାହାଣୀଟିଏ ଖାଲି ଲେଖା ଯାଏନା - ପଢ଼ାଯାଏ, ବୁଝାଯାଏ, ପୁଣି ପଢ଼ାଯାଏ - ବହି ଖୋଜି ଖୋଜି କାହାଣୀ ପଢ଼ାଯାଏ । ଏହି ପାଠକତ୍ୱରୁ ପୁଣି ସୃଷ୍ଟି ହୁଏ ଅନନ୍ୟ କାହାଣୀ । ଏହିଭଳି କିଛି ବିଶ୍ୱ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ କାହାଣୀରେ ପରିପୁଷ୍ଟ ଶ୍ରୀ ଦେବଦାସ ଛୋଟରାୟ ଏବଂ ଶ୍ରୀ ପ୍ରସନ୍ନ କୁମାର ହୋତାଙ୍କ ଦ୍ଵାରା ସଂକଳିତ ଆମର ଏ "ଇତର କାହାଣୀ" ।ବିଦ୍ରୋହକୁ କ୍ଷମତାପନ୍ନ ଶକ୍ତି ଏକ ଇତର ଭାବର ସଂଜ୍ଞା ଦିଏ । ତାରି ପ୍ରତ୍ୟୁତ୍ତରରେ ବିଶାଳ Subaltern Literatureର ସୃଷ୍ଟି । ପ୍ରେମ, ବିଶେଷକରି ଦୈହିକ ପ୍ରେମ, ସ୍ଥଳ ଓ କାଳ ବିଶେଷରେ ଯେଉଁ ବାତ୍ୟା-ଆମନ୍ତ୍ରଣକାରୀ ଲଘୁଚାପ ସୃଷ୍ଟିକରେ, ତାକୁ Valentine's Day ର ସଂଚାଳକ ମାନେ ଇତର ଭାବର ସଂଜ୍ଞା ଦେଇପାରନ୍ତି । ଆମର ସ୍ମୃତିରେ ରହିଛି ଉଚ୍ଚାଟନ ଆଉ ଆମ ଧୀଶକ୍ତିରେ ରହିଛି କୌତୁହଳ । ଏ ଦୁଇଟି ଯାକର ଆକସ୍ମିକ ମିଶ୍ରଣରେ ତିଆରି ହୁଏ ଇତର ମୁହୂର୍ତ୍ତ ମାନଙ୍କର ଅଲଂଘ୍ୟ ରସାୟନ । ହେଲେ ଇତର ଭାଷାରେ ଯେଉଁ ବ୍ୟାକରଣହୀନ, ନିରାଡ଼ମ୍ବର ଚାପଲ୍ୟ ଆଉ ଅନ୍ତରଙ୍ଗତା ରହିଛି, ତା King's Englishର ଦୂରକୁ ଠେଲିଦେଉଥିବା ସମ୍ଭ୍ରାନ୍ତପଣରେ ନାହିଁ । "ଇତର କାହାଣୀ" ମଣିଷ ମନର ନିଷିଦ୍ଧ ଅଞ୍ଚଳର ରସରଞ୍ଜିତ ଭରା କାରୁଣ୍ୟର କଥା ।

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews