你好! Shipping to Taiwan with premium packaging for just NT$300 

Ship to
Taiwan
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Adima Aranya (in Oriya)
Type
Physical Book
Language
Oriya
Pages
146
Format
Paperback
Dimensions
21.6x14x0.9 cm
Weight
0.20 kg.
ISBN13
9781645600978

Adima Aranya (in Oriya)

Bibhuti Pattanaik (Author) · Black Eagle Books · Paperback

Adima Aranya (in Oriya) - Pattanaik, Bibhuti

New Book Imported to Taiwan
Delivery: 16 Oct - 26 Oct Shipping: 5 to 6 business days.
NT$ 706
NT$ 706

Synopsis "Adima Aranya (in Oriya)"

ଆଦିବାସୀମାନେ ହିଁ ଭାରତ ଭୂଖଣ୍ଡର ଆଦିମ ଅଧିବାସୀ । ଆର୍ଯ୍ୟମାନେ ଭାରତ ଆସିଲାପରେ ସୈନ୍ଧବ ଗାଙ୍ଗେୟ ସମତଳ ଭୂମି ଆଦିବାସୀମାନଙ୍କଠାରୁ ଛଡ଼େଇ ନେଇ ସେମାନଙ୍କୁ ପାହାଡ଼ ପର୍ବତ ଘେରା ଦୁର୍ଗମ ଅରଣ୍ୟକୁ ବିତାଡ଼ିତ କରିଥିଲେ । ବ୍ରିଟିଶ ସରକାର ଭାରତ ଅଧିକାର କଲାପରେ ଆଦିବାସୀମାନଙ୍କଠାରୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଛଡ଼ାଇ ନେଇଥିଲେ । ଦେଶ ସ୍ୱାଧୀନ ହେଲା ପରେ ସ୍ୱଦେଶୀ ସରକାର ଆଦିବାସୀମାନଙ୍କୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଫେରାଇ ଦେବା ପରିବର୍ତ୍ତେ ଦେଶୀ, ବିଦେଶୀ କମ୍ପାନୀମାନଙ୍କୁ ଅରଣ୍ୟରେ ଖଣିଜ, ବନଜ ସମ୍ପଦ ଲୁଟ୍ କରି ସେମାନେ କଳକାରଖାନା ବସାଇବା ପାଇଁ ଅନୁମତି ଦେଇ ଆଦିବାସୀମାନଙ୍କୁ ବିସ୍ଥାପିତ କରି ଚାଲିଛନ୍ତି । ଆଦିବାସୀ ଜୀବନର ଏହି ମର୍ମନ୍ତୁଦ ପ୍ରେକ୍ଷାପଟ୍ଟରେ ଗଢ଼ି ଉଠିଛି ଏ ଉପନ୍ୟାସର କଥାବସ୍ତୁ । କେନ୍ଦୁଝର ମାଝିପଡ଼ାର ମାଆ ଛେଉଣ୍ଡ କାନୁକୁ ଗୁରୁମାଆ ନିଜ ପୁଅ ବନୁଠାରୁ ଅଧିକ ଯତ୍ନରେ ବଢ଼ାଇଥିଲେ, ପଢ଼ାଇଥିଲେ । କାନୁ ପାଠପଢ଼ି ହାକିମ ହେଲେ ମାଝିପଡ଼ାରୁ ଦୁଃଖ ଯିବ । ସାହୁକାର, ଜଙ୍ଗଲ ଜମାଦାର, ଠିକାଦାରମାନଙ୍କ ଶୋଷଣ, ଅତ୍ୟାଚାରରୁ ବଞ୍ôଚ ବର୍ତ୍ତି ଯିବେ ମାଝିପଡ଼ା, ଧାମପାଲିର ଆଦିବାସୀମାନେ । କାନୁ ମାଝି ପାଠପଢ଼ି ହାକିମ ହେଲା । ଆଇ.ଏ.ଏସ୍]. ଅଫିସର । ତା'ର ପିଲାଦିନର ଖେଳସାଥୀ ଧାନୀକୁ ବାହାହେବ ବୋଲି କଥା ଦେଇଥିଲା କାନୁ । କିନ୍ତୁ ବଡ଼ ହାକି&#

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews