你好! Shipping to Taiwan with premium packaging for just NT$300 

Ship to
Taiwan
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Mane Mane (ମନେ ମନେ) (in Oriya)
Type
Physical Book
Language
Oriya
Pages
138
Format
Paperback
Dimensions
21.6 x 14.0 x 0.8 cm
Weight
0.18 kg.
ISBN13
9781645604167

Mane Mane (ମନେ ମନେ) (in Oriya)

Baishnab Charan Das (Author) · Black Eagle Books · Paperback

Mane Mane (ମନେ ମନେ) (in Oriya) - Das, Baishnab Charan

New Book Imported to Taiwan
Delivery: 09 Sep - 17 Sep Shipping: 5 to 6 business days.
NT$ 770
NT$ 770

Synopsis "Mane Mane (ମନେ ମନେ) (in Oriya)"

ଓଡ଼ିଆ ସାହିତ୍ୟକୁ ବୈଷ୍ଣବ ଚରଣଙ୍କ ଶ୍ରେଷ୍ଠ ଅବଦନା 'ମନେ ମନେ' ଉପନ୍ୟାସ । ଏହା ୧୯୨୫-୨୬ରେ ରଚିତ ଏବଂ ୧୯୨୭ ମସିହାରେ ମନୋମୋହନ ପ୍ରେସ୍], କଟକରୁ ପ୍ରକାଶିତ । ଉପନ୍ୟାସର ପ୍ରଥମ ଖଣ୍ଡ 'ମେରା ଭାଇରେ' ୫ଟି ପରିଚ୍ଛେଦ, ଦ୍ୱିତୀୟ ଖଣ୍ଡ 'ଠକ'ରେ ୮ଟି ପରିଚ୍ଛେଦ, ତୃତୀୟ ଖଣ୍ଡ 'ଠକ ଋଣ'ରେ ୬ଟି ପରିଚ୍ଛେଦ ଓ ଚତୁର୍ଥ ଖଣ୍ଡ 'ମନେ ମନେ'ରେ ୬ଟି ପରିଚ୍ଛେଦ ସ୍ଥାନ ପାଇଛି । ଶେଷ ଖଣ୍ଡର ନାମ ଅନୁଯାୟୀ ଏହାର ନାମକରଣ ରଖାଯାଇଛି । ଉପନ୍ୟାସର ଚରିତ୍ରମାନଙ୍କର ମାନସିକ କ୍ରିୟ-ପ୍ରତିକ୍ରିୟାର ଚମତ୍କାର ଉପସ୍ଥାପନା ଏହାକୁ ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସର ମର୍ଯ୍ୟାଦା ପ୍ରଦାନ କରିଛି । ଉପନ୍ୟାସର ଚରିତ୍ର ନୀଳୁ, କନକ, ରଙ୍ଗି ଓ ନିଧିବାବୁଙ୍କ ମନର ଦ୍ୱନ୍ଦ୍ୱ ଉପନ୍ୟାସକୁ ପ୍ରଭାବଶାଳୀ କରିଛି ।

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews